ଅସ୍ଥାୟୀ ଶୂନ୍ୟପଦ
ନୋଟ: 2025 ର ସ୍ଟେନୋଗ୍ରାଫର ଗ୍ରେଡ୍ ‘C’ ଓ ‘D’ ବିଜ୍ଞପ୍ତିକୁ ଆଧାର କରି
ଅସ୍ଥାୟୀ ଶୂନ୍ୟପଦ: ପ୍ରାୟ 261 ଟି ଶୂନ୍ୟପଦ ଅଛି। ତଥାପି, ଶୂନ୍ୟପଦର ନିର୍ଦ୍ଧାରିତ ସଂଖ୍ୟା ଉପଯୁକ୍ତ ସମୟରେ ନିର୍ଣ୍ଣୟ କରାଯିବ। ଅଦ୍ୟତନ ଶୂନ୍ୟପଦ, ଯଦି କିଛି ଥାଏ, ସେଗୁଡ଼ିକୁ ପଦବୀ ଓ ବର୍ଗ ଅନୁସାରେ କମିଶନର ଓ୍ବେବସାଇଟ୍ (https://ssc.gov.in> For Candidates > Tentative Vacancy) ରେ ଉପଲବ୍ଧ କରାଯିବ। ପ୍ରାର୍ଥୀମାନେ ଜାଣିବା ଉଚିତ୍ ଯେ ରାଜ୍ୟ ଅନୁସାରେ/ ଜୋନ ଅନୁସାରେ ଶୂନ୍ୟପଦ ସଂଗ୍ରହ କମିଶନ ଦ୍ୱାରା କରାଯାଏ ନାହିଁ।