ସାଥି ଏସଏସସି

ପରୀକ୍ଷା ବିଷୟରେ

ନୋଟ: 2025 ର SSC MTS ନୋଟିଫିକେସନ୍ କୁ ଆଧାର କରି ଦିଆଯାଇଛି

ମଲ୍ଟି-ଟାସ୍କିଂ (ନନ-ଟେକ୍ନିକାଲ୍) ଷ୍ଟାଫ୍, ଏବଂ ହାଭାଲଦାର (CBIC & CBN) ପରୀକ୍ଷା, 2025
ବର୍ଣ୍ଣନା ତାରିଖ
ଅନଲାଇନ୍ ଆବେଦନପତ୍ର ଦାଖଲ ପାଇଁ ତାରିଖ 26-06-2025 ରୁ 24-07-2025
ଅନଲାଇନ୍ ଆବେଦନପତ୍ର ଗ୍ରହଣ ପାଇଁ ଶେଷ ତାରିଖ ଓ ସମୟ 24-07-2025 (23:00 hrs)
ଅନଲାଇନ୍ ଫି ପେମେଣ୍ଟ ପାଇଁ ଶେଷ ତାରିଖ ଓ ସମୟ 25-07-2025 (23:00 hrs)
‘ଆବେଦନପତ୍ର ସୁଧାର ପାଇଁ ଉଇଣ୍ଡୋ’ ଓ ସୁଧାର ଚାର୍ଜ ଅନଲାଇନ୍ ଦେୟ ପେମେଣ୍ଟ ପାଇଁ ତାରିଖ 29-07-2025 ରୁ 31-07-2025 (23:00 hrs)
କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାର ସୂଚୀ 20 Sep - 24 Oct 2025
ଅନଲାଇନ୍ ଆବେଦନପତ୍ର ପୂରଣ ସମୟରେ କୌଣସି ଅସୁବିଧା ହେଲେ କଲ କରିବାକୁ ଟୋଲ-ଫ୍ରି ହେଲ୍ପଲାଇନ୍ ନମ୍ବର 1800 309 3063 (Toll Free)
ଦରମା ସ୍କେଲ:
  • 7ମ ବେତନ କମିଶନର ପେ ମ୍ୟାଟ୍ରିକ୍ସ ଅନୁସାରେ ପେ ଲେଭେଲ-1