ପରୀକ୍ଷା ବିଷୟରେ
ନୋଟ: ୨୦୨୫ ମସିହାର SSC CHSL ବିଜ୍ଞପ୍ତିକୁ ଆଧାର କରି ଲିଖାଯାଇଛି
ସମ୍ବିନ୍ଧିତ ଉଚ୍ଚ ମାଧ୍ୟମିକ (୧୦+୨) ସ୍ତର ପରୀକ୍ଷା, ୨୦୨୫
| ବର୍ଣ୍ଣନା | ତାରିଖ |
|---|---|
| ଅନଲାଇନ୍ ଆବେଦନ ଦାଖଲ ତାରିଖ | ୨୩.୦୬.୨୦୨୫ ରୁ ୧୮.୦୭.୨୦୨୫ |
| ଅନଲାଇନ୍ ଆବେଦନ ଗ୍ରହଣ ପାଇଁ ଶେଷ ତାରିଖ ଓ ସମୟ | ୧୮.୦୭.୨୦୨୫ (୨୩:୦୦) |
| ଅନଲାଇନ୍ ଫି ପେମେଣ୍ଟ ପାଇଁ ଶେଷ ତାରିଖ ଓ ସମୟ | ୧୯.୦୭.୨୦୨୫ (୨୩:୦୦) |
| ‘ଆବେଦନ ପତ୍ର ସଂଶୋଧନ ପାଇଁ ଉଇଣ୍ଡୋ’ ଓ ସଂଶୋଧନ ଫି ଅନଲାଇନ୍ ପେମେଣ୍ଟ ତାରିଖ | ୨୩.୦୭.୨୦୨୫ ରୁ ୨୪.୦୭.୨୦୨୫ (୨୩:୦୦) |
| ଟିୟର୍-I (କମ୍ପ୍ୟୁଟର ଆଧାରିତ ପରୀକ୍ଷା) ସୂଚୀ | ଅକ୍ଟୋବର ୨୦୨୫ (ଅନୁମାନିକ) |
| ଟିୟର୍-II (କମ୍ପ୍ୟୁଟର ଆଧାରିତ ପରୀକ୍ଷା) ସୂଚୀ | ଫେବ୍ରୁଆରୀ-ମାର୍ଚ୍ଚ ୨୦୨୬ |
ଆବେଦନ ପତ୍ର ପୂରଣ ସମୟରେ କୌଣସି ଅସୁବିଧା ହେଲେ ଡାକିବାକୁ ଥିବା ଟୋଲ ଫ୍ରି ହେଲ୍ପଲାଇନ୍ ନମ୍ବର: ୧୮୦୦୩୦୯୩୦୬୩ (ଟୋଲ ଫ୍ରି)
ଦରମା ସ୍କେଲ୍:
- ଲୋୟର୍ ଡିଭିଜନ୍ କ୍ଲର୍କ (LDC)/ ଜୁନିୟର୍ ସେକ୍ରେଟାରିଏଟ୍ ସହାୟକ (JSA): ପେ ଲେଭଲ୍-୨ (ରୁ. ୧୯,୯୦୦-୬୩,୨୦୦) |
- ଡାଟା ଏଣ୍ଟ୍ରି ଅପରେଟର୍ (DEO): ପେ ଲେଭଲ୍-୪ (ରୁ. ୨୫,୫୦୦-୮୧,୧୦୦) ଓ ଲେଭଲ୍-୫ (ରୁ. ୨୯,୨୦୦-୯୨,୩୦୦) |
- ଡାଟା ଏଣ୍ଟ୍ରି ଅପରେଟର୍, ଗ୍ରେଡ୍ ‘A’: ପେ ଲେଭଲ୍-୪ (ରୁ. ୨୫,୫୦୦-୮୧,୧୦୦) |