ପରୀକ୍ଷା ବିଷୟରେ
ନୋଟ: 2023 ର SSC C(E)DP ନୋଟିଫିକେସନ୍ କୁ ଆଧାର କରି ଲିଖାଯାଇଛି
| ଅନଲାଇନ୍ ଆବେଦନ ଦାଖଲ ପାଇଁ ତାରିଖ | 01-09-2023 ରୁ 30-09-2023 |
|---|---|
| ଅନଲାଇନ୍ ଆବେଦନ ଗ୍ରହଣ ପାଇଁ ଶେଷ ତାରିଖ ଓ ସମୟ | 30-09-2023 (23:00 ଘଣ୍ଟା) |
| ଅନଲାଇନ୍ ଫି ପେମେଣ୍ଟ ପାଇଁ ଶେଷ ତାରିଖ ଓ ସମୟ | 30-09-2023 (23:00 ଘଣ୍ଟା) |
| ‘ଆବେଦନ ଫର୍ମ ସଂଶୋଧନ ପାଇଁ ସମୟ ସୀମା’ ଓ ସଂଶୋଧନ ଶୁଳ୍କ ଅନଲାଇନ୍ ଦେୟ ପାଇଁ ତାରିଖ | 03-10-2023 ରୁ 04-10-2023 (23:00 ଘଣ୍ଟା) |
| କମ୍ପ୍ୟୁଟର ଆଧାରିତ ପରୀକ୍ଷାର ସୂଚୀ | ଡିସେମ୍ବର, 2023 |
ବେତନ ସ୍କେଲ୍:
ପେ ଲେଭେଲ୍-3 (Rs 21700- 69100)