ପରୀକ୍ଷା ପ୍ୟାଟର୍ନ
ନୋଟ: RRB NTPC 2025 ର ଅଫିସିଆଳ ନୋଟିଫିକେସନ୍ କୁ ଆଧାର କରି ନିଆଯାଇଛି
CBT 1
- ପ୍ରଥମ ଷ୍ଟେଜ୍ କମ୍ପ୍ୟୁଟର ବେସ୍ଡ ଟେଷ୍ଟ (CBT) - ସମସ୍ତ ଘୋଷିତ ପଦବୀ ପାଇଁ ସାଧାରଣ
| ପରୀକ୍ଷା ଅବଧି ମିନିଟ୍ ରେ | ସାଧାରଣ ଜ୍ଞାନରୁ ପ୍ରଶ୍ନ ସଂଖ୍ୟା (ପ୍ରତ୍ୟେକ 1 ନମ୍ବର) | ଗଣିତରୁ ପ୍ରଶ୍ନ ସଂଖ୍ୟା (ପ୍ରତ୍ୟେକ 1 ନମ୍ବର) | ସାଧାରଣ ବୁଦ୍ଧି ଓ ରିଜନିଂରୁ ପ୍ରଶ୍ନ ସଂଖ୍ୟା (ପ୍ରତ୍ୟେକ 1 ନମ୍ବର) | ମୋଟ ନମ୍ବର |
|---|---|---|---|---|
| 90 | 40 | 30 | 30 | 100 |
CBT 2
- ପ୍ରଥମ ଷ୍ଟେଜ୍ CBT ରେ ପ୍ରାପ୍ତ ନର୍ମାଲାଇଜ୍ ନମ୍ବର ଆଧାରରେ ଦ୍ୱିତୀୟ ଷ୍ଟେଜ୍ CBT ପାଇଁ ପ୍ରାର୍ଥୀମାନେ ଚୟନ ହେବେ
| ପରୀକ୍ଷା ଅବଧି ମିନିଟ୍ ରେ | ସାଧାରଣ ଜ୍ଞାନରୁ ପ୍ରଶ୍ନ ସଂଖ୍ୟା (ପ୍ରତ୍ୟେକ 1 ନମ୍ବର) | ଗଣିତରୁ ପ୍ରଶ୍ନ ସଂଖ୍ୟା (ପ୍ରତ୍ୟେକ 1 ନମ୍ବର) | ସାଧାରଣ ବୁଦ୍ଧି ଓ ରିଜନିଂରୁ ପ୍ରଶ୍ନ ସଂଖ୍ୟା (ପ୍ରତ୍ୟେକ 1 ନମ୍ବର) | ମୋଟ ନମ୍ବର |
|---|---|---|---|---|
| 90 | 50 | 35 | 35 | 120 |