ଇଣ୍ଟରନେଟ୍ ପ୍ରଶ୍ନ 1

ପ୍ରଶ୍ନ: ନିମ୍ନଲିଖିତ ମଧ୍ୟରୁ କେଉଁଟି ଓ୍ବେବ ବ୍ରାଉଜର?

ବିକଳ୍ପ:

A) ପେଣ୍ଟ

B) ପାୱାରପଏଣ୍ଟ

C) ଫାୟାର ଫକ୍ସ

D) ୱାର୍ଡ

E) ସମସ୍ତେ ଓ୍ବେବ ବ୍ରାଉଜର

Show Answer

ଉତ୍ତର:

ସଠିକ ଉତ୍ତର: C