ସଂଖ୍ୟା ଶୃଙ୍ଖଳା ପ୍ରଶ୍ନ ୧୮୦

ପ୍ରଶ୍ନ-

ପ୍ରଶ୍ନବାଚକ ଚିହ୍ନ (?) ସ୍ଥାନରେ କି ଆସିବ?

$23 \quad 42.2 \quad 80.6 \quad 157.4 \quad 311\quad ?$

(1) 618.2

(2) 623.2

(3) 624.2

(4) 616.6

(5) ଏଥିରୁ କେହିଁ ନୁହେଁ

Show Answer

ସଠିକ ଉତ୍ତର: (1)

ସମାଧାନ: (1)

ପାଟର୍ନ ଟି ହେଉଛି:

$23+1 \times 19.2=42.2$

$42.2+2 \times 19.2=80.6$

$80.6+4 \times 19.2=157.4$

$157.4+8 \times 19.2=311$

$311+16 \times 19.2=311+307.2$ $=618.2$