ସଂଖ୍ୟା ଶୃଙ୍ଖଳା ପ୍ରଶ୍ନ ୧୫୩

ପ୍ରଶ୍ନ-

ପ୍ରଶ୍ନ ଚିହ୍ନ (?) ସ୍ଥାନରେ କଣ ଆସିବ?

$816,812,404,1200,299$, ?

(1) 1531

(2) 1325

(3) 1475

(4) 1259

(5) 1431

Show Answer

ସଠିକ ଉତ୍ତର: (3)

ସମାଧାନ: (3)

ପାଟର୍ନ ଟି ହେଉଛି :

$(816-4) \times 1=812 \times 1=812$

$(812-4) \div 2=808 \div 2=404$

$(404-4) \times 3=400 \times 3=1200$

$(1200-4) \div 4=1196 \div 4=299$

$(299-4) \times 5=295 \times 5=1475$