ତଥ୍ୟ ବ୍ୟାଖ୍ୟା ପ୍ରଶ୍ନ ୨୭୦

ନିର୍ଦ୍ଦେଶାବଳୀ : ନିମ୍ନ ଗ୍ରାଫ୍‌କୁ ଦେଖି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ।

ଦୋକାନ M ଦ୍ୱାରା 2004 ରୁ 2005 ରେ ବିକ୍ରି ହୋଇଥିବା ସ୍କାର୍ଫ୍‌ଗୁଡ଼ିକର ସଂଖ୍ୟା କେତେ ଶତାଂଶ କମିଲା?

(1) 40 ଓ 5/8

(2) 45 ଓ 3/8

(3) 42 ଓ 3/8

(4) 30 ଓ 3/8

(5) 35 ଓ 5/8

Show Answer

ସଠିକ ଉତ୍ତର: (1)

ସମାଧାନ: (1) ଆବଶ୍ୟକ ଶତାଂଶ ହ୍ରାସ = (320 - 190)/320 × 100

= 1300/32 = 325/8 = 40 ଓ 5/8