ତଥ୍ୟ ବ୍ୟାଖ୍ୟା ପ୍ରଶ୍ନ ୨୩୨

ନିର୍ଦ୍ଦେଶ : ପାଇ-ଚାର୍ଟ ଓ ଟେବୁଲ୍ ଦେଖି ପ୍ରଶ୍ନର ଉତ୍ତର ଦିଅ |

2003 ରେ 6 ଟି ଭିନ୍ନ ଷ୍ଟୋର୍ ଦ୍ୱାରା ବିକ୍ରି ହୋଇଥିବା ସମୁଦାୟ ସାର୍ଟ (ଲିନେନ୍ ଓ କଟନ୍) ର ବଣ୍ଟନ

ସମୁଦାୟ ସାର୍ଟ ବିକ୍ରି ହୋଇଥିଲା : 84,000

ଷ୍ଟୋର୍ ଲିନେନ୍ ସାର୍ଟ ଓ କଟନ୍ ସାର୍ଟ ର ଅନୁପାତ
A 7 : 5
B 5 : 6
C 3 : 2
D 5 : 3
E 4 : 3
F 7 : 3

ଷ୍ଟୋର୍ A ଓ B ମିଶି ବିକ୍ରି କରିଥିବା ସମୁଦାୟ କଟନ୍ ସାର୍ଟ ସଂଖ୍ୟା, ଷ୍ଟୋର୍ E ଦ୍ୱାରା ବିକ୍ରି ହୋଇଥିବା ସାର୍ଟ ସଂଖ୍ୟା (ଲିନେନ୍ ଓ କଟନ୍ ଉଭୟ) ର କେତେ ଶତାଂଶ?

(1) 62 ଓ 1/3

(2) 64 ଓ 1/3

(3) 61 ଓ 2/3

(4) 68 ଓ 1/2

(5) 66 ଓ 2/3

Show Answer

ସଠିକ ଉତ୍ତର: (5)

ସମାଧାନ: (5) ଷ୍ଟୋର୍ A ଓ B ଦ୍ୱାରା ବିକ୍ରି ହୋଇଥିବା କଟନ୍ ସାର୍ଟ

= 84000 × 16/100 × 5/12 + 84000 × 22/100 × 6/11
= 5600 + 10080 = 15680

ଷ୍ଟୋର୍ E ଦ୍ୱାରା ବିକ୍ରି ହୋଇଥିବା ସାର୍ଟ
= 84000 × 28/100 = 23520

∴ ଆବଶ୍ୟକ ଶତାଂଶ
= 15680 / 23520 × 100
= 200 / 3 = 66 ଓ 2/3 %