ତଥ୍ୟ ବ୍ୟାଖ୍ୟା ପ୍ରଶ୍ନ 120

ନିର୍ଦ୍ଦେଶାବଳୀ : ନିମ୍ନରେ ଦିଆଯାଇଥିବା ପାଇ-ଚାର୍ଟ ଓ ଟେବୁଲ୍‌କୁ ଭଲଭାବେ ଅଧ୍ୟୟନ କରନ୍ତୁ ଓ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ :

ଛଅ ମାସ ଧରି ଜଣେ ଦୋକାନଦାରଙ୍କ ଦ୍ୱାରା ବିକ୍ରି ହୋଇଥିବା ମୋବାଇଲ୍ ଫୋନ୍‌ସଂଖ୍ୟାର ଶତକଡା ବିତରଣ
ମୋଟ ମୋବାଇଲ୍ ଫୋନ୍ ବିକ୍ରି ହୋଇଥିଲା = 45000

ଛଅ ମାସ ଜୁରିଆ କମ୍ପାନୀ A ଓ କମ୍ପାନୀ B ଦ୍ୱାରା ବିକ୍ରି ହୋଇଥିବା ମୋବାଇଲ୍ ଫୋନ୍‌ସଂଖ୍ୟା ମଧ୍ୟରେ ଅନୁପାତ

ମାସ ଅନୁପାତ
ଜୁଲାଇ 8:7
ଅଗଷ୍ଟ 4:5
ସେପ୍ଟେମ୍ବର 3:2
ଅକ୍ଟୋବର 7:5
ନଭେମ୍ବର 7:8
ଡିସେମ୍ବର 7:9
ଜୁଲାଇ ମାସରେ କମ୍ପାନୀ B ଦ୍ୱାରା ବିକ୍ରି ହୋଇଥିବା ମୋବାଇଲ୍ ଫୋନ୍‌ସଂଖ୍ୟା ଓ ସେହି କମ୍ପାନୀ B ଦ୍ୱାରା ଡିସେମ୍ବର ମାସରେ ବିକ୍ରି ହୋଇଥିବା ସଂଖ୍ୟା ମଧ୍ୟରେ କଣ ଅନୁପାତ?

(1) 119:145

(2) 116:135

(3) 119:135

(4) 119:130

(5) ଏହିସବୁ ମଧ୍ୟରୁ କିଛି ନୁହେଁ

Show Answer

ସଠିକ ଉତ୍ତର: (3)

ସମାଧାନ: (3) ଆବଶ୍ୟକ ଅନୁପାତ

= (17×7)/15 : (9×16)/16

= 17×7 : 9×15 = 119:135